କୋଭିଡ୍‌-୧୯ର ‘ବିଧ୍ବଂସ୍ତ ସ୍ମାରକ’ ହେଉଛି ଭାରତର କୋଭିଡ୍‌-୧୯ ପରିସ୍ଥିତି: ‘ଡବ୍ଲୁଏଚ୍‌ଓ’ ମୁଖ୍ୟ

ନୂଆଦିଲ୍ଲୀ: ଭୂତାଣୁ କ’ଣ କରିପାରେ ତା’ର ‘ବିଧ୍ବଂସ୍ତ ସ୍ମାରକ’ ଭାରତର କୋଭିଡ୍‌-୧୯ ପରିସ୍ଥିତି ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡାକ୍ତର ଟେଡ୍‌ରସ୍‌ ଆଧାନୋମ୍‌ ଗେବ୍ରିୟେସସ୍‌ ଭାରତର ବିପର୍ଯ୍ୟସ୍ତ କୋଭିଡ୍‌-୧୯ ଅବସ୍ଥା ସଂକ୍ରାନ୍ତରେ ମନ୍ତବ୍ୟ ଦେଇ କହିଛନ୍ତି। ଟେଡ୍‌ରସ୍‌ ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଭାରତରେ ବଢ଼ି ଚାଲିଥିବା କରୋନାଭାଇରସ୍‌ ସଂକ୍ରମଣ ମାମଲା ଏବଂ ମୃତ୍ୟୁ ଯୋଗୁଁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଗଭୀର ଉଦ୍‌ବିଗ୍ନ। କୋଭିଡ୍‌-୧୯ ସଂକ୍ରାନ୍ତ … Continue reading କୋଭିଡ୍‌-୧୯ର ‘ବିଧ୍ବଂସ୍ତ ସ୍ମାରକ’ ହେଉଛି ଭାରତର କୋଭିଡ୍‌-୧୯ ପରିସ୍ଥିତି: ‘ଡବ୍ଲୁଏଚ୍‌ଓ’ ମୁଖ୍ୟ